୧୩ବର୍ଷ ବୟସରେ ଟୋକିଓ ଅଲମ୍ପିକରେ ସୁନା ମେଡାଲ ଜିତିଲେ ବାଳିକା

ଟୋକିଓ: ଜାପାନର ୧୩ବର୍ଷ ବାଳିକା ଟୋକିଓ ଅଲମ୍ପିକରେ ପ୍ରଥମ ମହିଳା ସ୍କେଟ ବୋର୍ଡିଂ ଚମ୍ପିୟନ ହେବା ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି। ନିଶିୟା ମୋମିଜିଙ୍କ ଏହି ସଫଳତା ପାଇଁ ବିଭିନ୍ନ ଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। ନିଶିୟା ମାତ୍ର ୧୩ବର୍ଷ ୩୩୦ଦିନରେ ନିଶିଆ ଦେଶ ପାଇଁ ଗୌରିବ ଆଣିଛନ୍ତି। ସେ ୧୫.୨୬ ସ୍କୋର କରି ବିଜୟୀ ହୋଇଥିଲେ। ପ୍ରଥମଥର ଟୋକିଓ ଅଲମ୍ପିକରେ ସ୍କେଟ ବୋର୍ଡିଂ … Continue reading ୧୩ବର୍ଷ ବୟସରେ ଟୋକିଓ ଅଲମ୍ପିକରେ ସୁନା ମେଡାଲ ଜିତିଲେ ବାଳିକା